ଏହି ପୃଷ୍ଠାଟି ଏବେ ତିଆରି ଚାଲିଛି ଓ ଏକ ନୂଆ ଉଇକିପିଡ଼ିଆ ଲେଖା ଭାବରେ ବ୍ୟବହାର ଓ ବଦଳ କରାଯାଉଅଛି । ଯଦି ଲେଖକ ଜଣକ ବଦଳ ଦ୍ଵନ୍ଦ, ଅଦରକାରୀ ପ୍ରକ୍ରିୟା, ବିପଥଗାମୀ ଚେଷ୍ଟା ଓ ଅନ୍ୟାନ୍ୟ ଦ୍ଵନ୍ଦକୁ ଏଡ଼ାଇବା ନିମନ୍ତେ କେଉଁଠି ସମ୍ଭବ ବୋଲି ପଚାରି ଥାନ୍ତି, ତେବେ ପୃଷ୍ଠାଟିରେ କିଛି ବଦଳାନ୍ତୁ ନାହିଁ ବା ତାହାକୁ ଲିଭାଇବା ପାଇଁ ବାଛନ୍ତୁ ନାହିଁ ଯେହେତୁ ଏହା ଲେଖାର ଆରମ୍ଭ ଅବସ୍ଥାରେ ଅଛି । ଯଦି ଲେଖାଟି କେଇ ଘଣ୍ଟାଧରି ବଦଳା ଯାଇନାହିଁ ତେବେ ଏହି ଛାଞ୍ଚଟିକୁ ବାହାର କରିଦିଅନ୍ତୁ |
ଜୀବବିଜ୍ଞାନରେ ଜଗତ, ବୈଜ୍ଞାନିକ ବର୍ଗୀକରଣରେ ତ୍ରିଜଗତ ପ୍ରଣାଳୀରେ ସର୍ବୋଚ୍ଚ ସ୍ତର, ଯାହାକୁ ମହାସାମ୍ରାଜ୍ୟ ବୋଲି ମଧ୍ଯ କୁହାଯାଇଥାଏ ।[୧] ଏହାକୁ ୧୯୯୦ ମସିହାରେ କାର୍ଲ ୱୋଏସ ବ୍ଯଖ୍ଯା କରିଥିଲେ ।[୨]
ଏହି ପ୍ରଣାଳୀ ଅନୁସାରେ ଜୀବନବୃକ୍ଷକୁ ତିନୋଟି ଜଗତରେ ବିଭକ୍ତ କରାଯାଇଛି; ଯଥା - ଆର୍କିଆ, ବ୍ଯାକ୍ଟେରିଆ, ୟୁକାରିଆ।[୨] ପ୍ରଥମ ଦୁଇ ଜଗତରେ କେବଳ ପ୍ରାକ୍-ନ୍ଯଷ୍ଟୀୟ ଅଣୁଜୀବମାନେ ଅଛନ୍ତି, ୟୁକାରିଆରେ ସୁନ୍ଯଷ୍ଟୀୟ ଏକକୋଷୀ ତଥା ବହୁକୋଷୀ ଜୀବମାନେ ଅଛନ୍ତି ।
ଅକୋଷୀୟ ଜୀବନକୁ ଏହି ତନ୍ତ୍ରରେ ସ୍ଥାନ ଦିଆଯାଇ ନାହିଁ । ଏହି ତନ୍ତ୍ରର ବିକଳ୍ପ ହେଲା - ଦ୍ୱିମହାଜଗତ ପ୍ରଣାଳୀ, ଯେଉଁଥିରେ କେବଳ ୟୁକାରିଆ ଏବଂ ପ୍ରୋକାରିଆ ଅଛି ।